ମାନ୍ଦାବସ୍ଥାରେ ରଙ୍ଗ ପସରା ମେଲି ବସିଲେ ବ୍ୟାପାରି

ମାନ୍ଦାବସ୍ଥାରେ ରଙ୍ଗ ପସରା ମେଲି ବସିଲେ ବ୍ୟାପାରି

 

 

ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଆଉ ଦୁଇ ଦିନ ପରେ ରଙ୍ଗ ର ପର୍ବ ହୋଲି। ଢେଙ୍କାନାଳ ସହର ଓ ବଜାର ରେ ରଙ୍ଗ ବେରଙ୍ଗର ପିଚକାରୀ ଓ ଅବିର ରଙ୍ଗର ପସରା ମେଲେଇ ହେଲାଣି ।କରୋନା ଭୟାବହ ହେତୁ ବ୍ୟବସାୟୀ ମାନେ ଆଶଙ୍କାରେ ରହି ମାନ୍ଦାବସ୍ଥା ଭୋଗ କରୁଛନ୍ତି। ବ୍ୟବସାୟୀ ଙ୍କ କହିବା ଅନୁସାରେ ଯଦି କରୋନା ଭୟ ନଥାନ୍ତା ପରିବାର ପୋଷଣ ପାଇଁ ବେଶ ଦୁଇପଇସା ବ୍ୟାପାର ହୋଇଥାନ୍ତା l

Recent Post

Live Cricket Update