Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

କୋଦଳା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ, ବାଳକୃଷ୍ଣ ସଭାପତି, ଗୋପାଳକୃଷ୍ଣ ସମ୍ପାଦକ 

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

କୋଦଳା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ, ବାଳକୃଷ୍ଣ ସଭାପତି, ଗୋପାଳକୃଷ୍ଣ ସମ୍ପାଦକ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୭.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସରରେ ଓକିଲ ସଙ୍ଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବାଳକୃଷ୍ଣ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଗୋପାଳକୃଷ୍ଣ ସାହୁ ନିର୍ବାଚିତ ହୋଇଛନ୍ତି ।ବାଳକୃଷ୍ଣ ୨୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଶାନ୍ତ ସାହୁ ୨୩ ଖଣ୍ଡ ଭୋଟ ପାଇଥିଲେ ଏବଂ ଗୋଟିଏ ଭୋଟ ନାକଚ ହୋଇଥିଲା । ଦୁଇ ଟି ଭୋଟ ବ୍ୟବଧାନରେ ବାଳକୃଷ୍ଣ ପଣ୍ଡା ବିଜୟୀ ହୋଇଥିଲେ ସେହିପରି ସମ୍ପାଦକ ଗୋପାଳକୃଷ୍ଣ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସନ୍ୟାସୀ ସାହୁଙ୍କୁ ୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି। ଗୋପାଳ ୩୮ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ୟାସୀ ୮ ଖଣ୍ଡ ଭୋଟ ପାଇଥିଲେ ଏବଂ ୪ଗୋଟି ଭୋଟ ନାକଚ ହୋଇଥିବା ଜଣାପଡ଼ିଛି। ଏଥି ସହିତ ଜ୍ୟୋତିର୍ମୟ ପଟ୍ଟନାୟକ ଉପ ସଭାପତି ,ସହ ସମ୍ପାଦକ ଭାବେ ସୋମନାଥ ବେହେରା ଓ ଭାସ୍କର ସ୍ୱାଇଁ କୋଷାଧକ୍ଷ ଭାବେ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା ଓ ରତିକାନ୍ତ ମହାରଣା ନିର୍ବାଚନ ପରିଚାଳନା କରିଥିବା ବେଳେ ମୋଟ ୪୯ ଜଣ ଆଇନଜୀବୀ ଭୋଟ ଦାନ ରେ ଅଂଶଗ୍ରହଣ କରିଥିଲେ ।

Recent Post

Live Cricket Update

You May Like This

× How can I help you?