Warning: Trying to access array offset on value of type bool in /home/jagratbharatnewsin/jagratbharatnews.in/wp-content/plugins/elementor-pro/modules/dynamic-tags/tags/post-featured-image.php on line 36

ଏମ୍ସରେ ରାଷ୍ଟ୍ରପତି, ମଙ୍ଗଳବାର ହେବ ବାଇପାସ୍ ସର୍ଜରୀ

ଜେ ବି ଏନ, ୨୮/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ଆସନ୍ତା ୩୦ ତାରିଖ ଦିନ ଦିଲ୍ଲୀ ଏଆଇଏମଏମଏସ୍ ରେ ୭୫ ବର୍ଷ ବୟସ୍କ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦଙ୍କ ବାଇପାସ୍ ସର୍ଜରୀ ହେବ ବୋଲି ସୂଚନା ମିଳିଛି । ଛାତିରେ ଯନ୍ତ୍ରଣା ହେବାରୁ ରାଷ୍ଟ୍ରପତି କୋଭିନ୍ଦ ଶୁକ୍ରବାର ଦିନ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ତାଙ୍କର ହୃଦ୍ ସମସ୍ୟା ଥିବାରୁ ଏବଂ ବାଇପାସ୍ ସର୍ଜରୀର ଆବଶ୍ୟକତା ଥିବାରୁ ତାଙ୍କୁ ‘ ଏମ୍ସ ‘ କୁ ରେଫର୍ କରିଦିଆଯାଇଛି । ରାଷ୍ଟ୍ରପତିଙ୍କ ଅବସ୍ଥା ସ୍ଥିର ରହିଥିବା ବିଶେଷଜ୍ଞ ଚିକିତ୍ସକ ମାନେ ଆଜି ସୂଚନା ଦେଇଛନ୍ତି । ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କ ହୃଦୟରେ ବାଇପାସ୍ ସର୍ଜରୀ ହେବ ବୋଲି ଜଣାପଡିଛି ।

Recent Post

Live Cricket Update

You May Like This