Warning: Trying to access array offset on value of type bool in /home/jagratbharatnewsin/jagratbharatnews.in/wp-content/plugins/elementor-pro/modules/dynamic-tags/tags/post-featured-image.php on line 36

ଭୁବନେଶ୍ୱରର ଆଉ ଏକ ଶିକ୍ଷାନୁଷ୍ଠାନ ସିଲ୍

ଜେ ବି ଏନ, ୨୮/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ୱର :ରାଜଧାନୀରେ ଥିବା ଏକ କୋଚିଂ ସେଣ୍ଟର ଆଲେନ୍ ଇନଷ୍ଟିଚ୍ୟୁଟକୁ ବିଏମସି ସିଲ୍ କରିଛି । ଇନଷ୍ଟିଚ୍ୟୁଟର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ଏକି ପଦକ୍ଷେପ ନିଆଯାଇଛି । ସୂଚନାନୁସାରେ, ରାଜ୍ୟରେ ଏବେ କରୋନା ମାମଲା ବଢିବାରେ ଲାଗିଛି । ଗତ କିଛି ଦିନ ଧରି ୨୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏହାମଧ୍ୟରେ ରବିବାର ରାଜଧାନୀ ଆଲେନ ଇନଷ୍ଟିଚ୍ୟୁଟ ହଷ୍ଟେଲର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସ୍ୱାବ ଟେଷ୍ଟି ପାଇଁ ପଠାଯାଇଥିଲା । ୩୦ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିବା ପରେ ବିଏମସି ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି ।

Recent Post

Live Cricket Update

You May Like This