କରୋନା ସଚେତନତା ବାର୍ତ୍ତା ଦେଲେ ପ୍ରଧାନ ଶିକ୍ଷକ 

କରୋନା ସଚେତନତା ବାର୍ତ୍ତା ଦେଲେ ପ୍ରଧାନ ଶିକ୍ଷକ 

 

ଜେ ବି ଏନ, ୨୮/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ କରୋନାରୁ ରକ୍ଷା ପାଇବା ପାଇଁ ନିୟମିତ ମାକ୍ସପରିଧାନ , ସାମାଜିକ ଦୂରତା ବଜାୟ ରଖି ଓ ଭଲ ଭାବରେ ହାତ ଧୋଇ କାମ କରିବାକୁ ବିଦ୍ୟାଳୟ ର ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ସହିତ ସମାନ ର ସବୁବର୍ଗର ଲୋକଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି।

Recent Post

Live Cricket Update