ଢେଙ୍କାନାଳରେ  ଦୋଳପୁର୍ଣିମା ପାଳିତ

ଢେଙ୍କାନାଳରେ  ଦୋଳପୁର୍ଣିମା ପାଳିତ

ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୨୮/୦୩/୨୦୨୧ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଦୋଳପୁର୍ଣିମା ପାଳିତ ହୋଇଯାଇଛି । ଭଗବାନ ରାଧାକୃଷ୍ଣ ଦୋଳ ମେଲଣରେ ବୁଲି ବୁଲି ଭକ୍ତ ମାନଙ୍କୁ ଦର୍ଶନ ଦେବା ସହ ଭକ୍ତମାନଙ୍କ ଠାରୁ ଆଦରରେ ଭୋଗ ଗ୍ରହଣ କରୁଛନ୍ତି ।

 

ଅପରାହ୍ନ4 ଟା ସମୟରେ ଭଗବାନ ମଦନମୋହନ ବଳଦେବଜୀଉ ମନ୍ଦିର ରୁ ବାହାରି ଦୋଳମଣ୍ଡପ ସାହିର ଦୋଳଭାଡ଼ିରେ ପୂଜା ପାଉଛନ୍ତି । ପୂଜାପଣ୍ଡା ଭାଗିରଥି ରଥ ଙ୍କ ଦ୍ଵାରା ପୂଜାର୍ଚନା କରାଯିବା ସହ ଗୌଡ଼ବାଡୀ ଖେଳ ଲୋକମାନଙ୍କର ମନୋରଞ୍ଜନ କରିଛି । ଆଜିର ଏହି ପବିତ୍ର ଦିନରେ ଭଗବାନ ରାଧାମୋହନ ଙ୍କୁ ପାଖରେ ପାଇ ଭକ୍ତଜନ ଭାବ ବିହୋର ହୋଇପଡିଛନ୍ତି ।

 

Recent Post

Live Cricket Update