ସ୍ୱାଭିମାନ ସେବା ସଂଗଠନ ପକ୍ଷରୁ ବିଭିନ୍ନ ଆଶ୍ରମ ହୋଲି ପାଳନ

ସ୍ୱାଭିମାନ ସେବା ସଂଗଠନ ପକ୍ଷରୁ ବିଭିନ୍ନ ଆଶ୍ରମ ହୋଲି ପାଳନ

 

ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : କଟକ ଜିଲ୍ଲା ବାଲିକୁଦା ଓ ଯାଜପୁର ଜିଲ୍ଲା ର ଚଣ୍ଡିଖୋଲ ରେ ଥିବା ମୁକବିଧିର ଆଶ୍ରମ ଓ ଅନୁଗୋଳ ଜିଲ୍ଲାର ନାଲକୋ ଠାରେ ଥିବା କେଦାରଗୌରୀ ଆଶ୍ରମରେ ରଙ୍ଗର ପର୍ବ ପାଳନ ହୋଇଯାଇଛି । ସଂଗଠନ ପକ୍ଷରୁ ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ମିଷ୍ଟାନ ଖାଦ୍ୟ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ

କଟକ ପାଇଁ ତୃପ୍ତିରଞ୍ଜନ ଭୋଇ,ସତ୍ୟଜିତ ଆଞ୍ଚଳ,ନରେନ୍ଦ୍ର ଜଙ୍କ,ସଂଗ୍ରାମ ଭୂୟାଁ,ହାରମଣି ରାମ ଯାଜପୁର ପାଇଁ ରାକେଶ ସିଂ,ବିଜୟ ଓଝା ଏବଂ ସମସ୍ତ ସକ୍ରିୟ ଥିବା ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୁଚାର ରୂପେ ତୁଲାଇଥିଲେ,,ସଙ୍ଘଠନ ର ଆବାହକ ଦୁଷ୍ମନ୍ତ କୁମାର ସାହୁ,,ଅନୁଗୋଳ ଜିଲ୍ଲାର ମଦନ ସାହୁ ନବକିଶୋର ସାହୁ,ପ୍ରତାପ ଚନ୍ଦ୍ର ବେହେରା, ଜୟନ୍ତ ପ୍ରଧାନ,ଚୁମୁକି ମହାକୁଡ଼, ଗୋପବନ୍ଧୁ ନାୟକ,ପ୍ରମୁଖ ଉପସ୍ଥିତ ରହି ଥିଲେ ସଭାନେତ୍ରୀ ମମତା ମହାନ୍ତି ପରିପ୍ରକାଶ କରିଛନ୍ତି।

Recent Post

Live Cricket Update