Warning: Trying to access array offset on value of type bool in /home/jagratbharatnewsin/jagratbharatnews.in/wp-content/plugins/elementor-pro/modules/dynamic-tags/tags/post-featured-image.php on line 36

ଇଣ୍ଟର ନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଆମ୍ବାସାଡର ଅର୍ଗାନାଇଜେସନ ତରଫରୁ କରୋନା ସଚେତନ ଅଭିଯାନ

ଜେ ବି ଏନ, ୩୦/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ପାଖ ଏକ ବସ୍ତି ରୁ ଇଣ୍ଟର୍ ନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଆଣ୍ଡ ଅମ୍ବାସେଡର ଅର୍ଗାନାଇଜେସନ ତରଫରୁ କରୋନା ସଚେତନ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଡାଃ ଆଶିଶ ମହାନ୍ତି ( interationl president of antidrug prevention) Dr ମୋନାଲିସା ମଲ୍ଲିକ ( International president of anticorrpution department) Mr shankrushna pal (General Secretary) Mr ପ୍ରବୀର ନାୟକ (state secretary) Dr ପ୍ରଦିପ୍ତ କୁମାର ଘଡେଇ (state secretary of antidrug and prevention) ଏବଂ ଶ୍ରିୟ ସମବେଦନା (state secretary women’s wing) ପ୍ରମୁଖ ଯୋଗ ଦେଇ ସେଇ ବସ୍ତି ରେ ଥିବା ସମସ୍ତ ଲୋକ ପିଲା ମାନଙ୍କୁ କରୋନା ମହାମାରୀ ଠାରୁ କି ଭଳି ଦୁରେଇ ରହିବେ ସଚେତନ କରେଇ ବା ସହ ତାଙ୍କୁ ବିସ୍କୁଟ, ଫଳ, mask, ସାନିଟାଇଜର ଓ ଡ୍ରେସ୍ ମଧ୍ଯ ବାଣ୍ଟି ଥିଲେ। ଦେଖନ୍ତୁ ପୁରା ଭିଡ଼ିଓ……..

Recent Post

Live Cricket Update

You May Like This