



ରାଷ୍ଟ୍ରପତିଙ୍କର ଏମ୍ସ ଠାରେ କାର୍ଡିଆକ ବାଇପାସ୍ ଅପରେସନ
ଜେ ବି ଏନ, ୩୧/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କର (ମାର୍ଚ୍ଚ ୩୦,୨୦୨୧) ନୂଆଦିଲ୍ଲୀ ସ୍ଥିତ ଏମ୍ସ ଠାରେ କାର୍ଡିଆକ ବାଇପାସ୍ ଅପରେସନ ହୋଇଛି ।
ଏହି ଅପରେସନ ସଫଳ ହୋଇଛି ।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ବରିଷ୍ଠ ଡାକ୍ତରୀଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ।