ରାଉତାଳ ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ରାଉତାଳ ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରାଉତାଳ ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଉତାଳ ଗ୍ରାମର ରାଧାମୋହନ ଯୁବ ଗୋଷ୍ଠୀ ପକ୍ଷ୍ୟରୁ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ।ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ କ୍ଷୀରୋଦ କୁମାର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟାପକ ଅନୁଗୋଳ ସାମାନ୍ୟ ଅତିଥି ଗୋବିନ୍ଦା ନାୟକ, ଦିବାକର ଅମାନ୍ତ, କର୍ଣ୍ଣ ସାହୁ, ପର୍ଶୁରାମ୍ ପ୍ରଧାନ, ଅଶୋକ କୁମାର ପ୍ରଧାନ ଉପସ୍ଥିତ ରହି ରକ୍ତଦାନ ଙ୍କୁ ଉତ୍ସାହିତ ପ୍ରଦାନ କରିଥିଲେ । ରାଧାମୋହନ ଯୁବ ଗୋଷ୍ଠୀର ସଭାପତି ନବଘନ ବିଶ୍ଵାଳ, ଉପସଭାପତି ଜିତେନ୍ଦ୍ର ବେହେରା, କାଷାଧୋକ୍ଷ ପଦ୍ମନାଭ ସାହୁ, ଦେବାଶିଷ ସାହୁ, ରିଣ୍ଟୁ ଦେହୁରୀ, କବିଦ ସାହୁ, ଅମିୟ ସାହୁ, ରାଜୁ ସାହୁ ପ୍ରମୁଖ ଉପସ୍ଥିତ ର ରକ୍ତଦାନ ଶିବିର ଟିକୁ ପରିଚାଳନା କରିଥିଲେ।

Recent Post

Live Cricket Update