



ଛାତରୁ ସିମେଣ୍ଟ ଖଣ୍ଡ ପଡି ଜଣେ ଆହତ
ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ମଦନ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ କଲୋନୀ (ଏ ୮୨୧)କ୍ବାଟର ଗାଧୁଆ ଘରର ଛାତରୁ ସିମେଣ୍ଟ ଖଣ୍ଡ ପଡି ଜଣେ ଆହତ ମିଳିଥିବ ସୂଚନା ଅନୁଯାୟୀ ନାଲକୋ କର୍ମଚାରୀ ବିଭୁତି ଚନ୍ଦ୍ର ଅମାନ୍ତ ଗାଧୁଆ ଘରକୁ ଯିବା ସମୟରେ ଛାତରୁ ସିମେଣ୍ଟ ପଡି ଆହତ ହୋଇ ନାଲକୋ ମେଡିକାଲ ରେ ଚିକିତ୍ସା ହୋଇ ଘରକୁ ଫେରିଥିବା ସୂଚନା ମିଳିଛି l