Warning: Trying to access array offset on value of type bool in /home/jagratbharatnewsin/jagratbharatnews.in/wp-content/plugins/elementor-pro/modules/dynamic-tags/tags/post-featured-image.php on line 36

ଗୁଞ୍ଜବଳାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜେ ବି ଏନ, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର ( ୩୧.୦୩.୨୦୨୧) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ଗୁଞ୍ଜବଳା ଗ୍ରାମରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ମଶାରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଅନିତା ମିସ୍ତ୍ରୀ, ଅଙ୍ଗନୱାଡ଼ି କର୍ମୀ ବନିତା ଜେନା, ଆଶା କର୍ମୀ ବବିତା ରାଉତ ଓ ମଞ୍ଜୁଲତା ଦାସ ସମେତ ସଙ୍କର ପ୍ରଧାନ, ଅଶୋକ ପ୍ରଧାନ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।ମଶାରୀର ବ୍ୟବହାର ଓ ଉପକାରିତା ବିଷୟରେ ଜନସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା ।

Recent Post

Live Cricket Update

You May Like This