ହିନ୍ଦୀ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ହିନ୍ଦୀ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

 

ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ବନ୍ତଳା ବାରଗୈଣିଆ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଯୁକ୍ତ ପରମେଶ୍ବର ସାହୁଙ୍କୁ ବିଦ୍ୟାଳୟ ର ଅବସର କାଳିନ ସମ୍ବର୍ଦ୍ଧନା ଦିଆଗଲା। ଉକ୍ତ ସଭାରେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀ କୃପାସିନ୍ଧୁ ସାହୁ ମୋସ୍କୁଲ୍ ଅଭିଯାନର ଉପସଭାପତି ପ୍ରଦିପ୍ କୁମାର ସାହୁ ପରିଚାଳନା କମିଟି ର ସଭ୍ୟ ଚିତ୍ତ ରଞ୍ଜନ ପ୍ରଧାନ c r c c ପ୍ରତାପରୁଦ୍ର ମିଶ୍ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଲେଙ୍କାଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରାଗଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ସମେତ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକଙ୍କର ୩୦ବର୍ଷ ର ଶିକ୍ଷକତା ଉପରେ ଆଲୋଚନା କରାଯାଇ ଥିଲା । ବିଦ୍ୟାଳୟ ର ପ୍ରତିଷ୍ଠା କରିବାରେ ଶିକ୍ଷକ ଙ୍କର ପ୍ରମୁଖ ଭୁମିକା ଥିଲା ଷେଶରେ ବିଦ୍ୟାଳୟ ର ବିଗ୍ୟାନ ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର କୁମାର ମହାମାନ୍ ସିଂ ଧନ୍ୟବାଦ୍ ଦେଇଥିଲେ।

Recent Post

Live Cricket Update