କାରାଗାର ତଦାରଖ କଲେ ଜିଲ୍ଲାପାଳ : ଢେଙ୍କାନାଳ
ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୩୧/୦୩ /୨୦୨୧ ଢେଙ୍କାନାଳ : ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଆଜି ଢେଙ୍କାନାଳ ଜିଲ୍ଲା କାରାଗାର ର ପରିଦର୍ଶନ କରି ଫେରିଛନ୍ତି। ହାଇକୋର୍ଟ ର ନିର୍ଦ୍ଦେଶ ଆସନ୍ତା ୧୬ ତାରିଖ ମଧ୍ୟରେ ଜିଲ୍ଲା କାରାଗାର ବ୍ୟବସ୍ଥା ଓ କଏଦୀଙ୍କ ରହଣି ବିଷୟରେ ତଦାରଖର କରି ଜଣାଇବା ନିଦ୍ଦେର୍ଶ ଦେଇଛନ୍ତି। ଜିଲ୍ଲାପାଳ ତଦାରଖର ଅନୁଯାୟୀ ଖାଦ୍ୟ, ପାନୀୟ, ସ୍ୱାସ୍ଥ ଓ ମନୋରଞ୍ଜନ ବ୍ୟବସ୍ଥା ସବୁ ଠିକ୍ ଅଛି। ଯେଉଁ କିଛି ମାତ୍ରା ରେ ଆବଶ୍ୟକୀୟ ଜିନିଷ କିଛି ଫ୍ୟାନ, ୨ ଟି ଟିଭି, ଖେଳଣା ସମାଗ୍ରୀ ଓ ମ୍ୟୁଜିକାଲା ସିଷ୍ଟମ ଦରକାର ଅଛି ତାହା ଯାଥା ଶୀଘ୍ର ପୂରଣ କରାଇ ଦିଆଯିବ।