Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଉତୋଳନ ଉଦ୍ଧେଶ୍ୟରେ ଗାତ ଖନନ ଅଭିଯୋଗରେ ସାତ ଗିରଫ

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଉତୋଳନ ଉଦ୍ଧେଶ୍ୟରେ ଗାତ ଖନନ ଅଭିଯୋଗରେ ସାତ ଗିରଫ

ଜେ ବି ଏନ, ୦୧/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ/ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଭାଲା ସାହି ଠାରେ ଏକ ବେଆଇନ କୋଇଲା ଉତୋଳନ ଟ୍ରେଞ୍ଚ ଖୋଳୁଥିବା ବେଳେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଏହାକୁ ରୋକା ଯାଇ ସାତ ଜଣଙ୍କୁ ଗିରଫ କରିଛି ପୋଲିସ l ସୁଚନା ମୁତାବକ ଛେଣ୍ଡିପଦା ଥାନା ଅନ୍ତର୍ଗତ ଭାଲା ସାହିର ସୁଶାନ୍ତ ସାହୁ (୩୯),ସୁବ୍ରତ ସାହୁ (୩୦),ଅଲେଖ ସାହୁ (୫୦),ସନ୍ତ ଓରଫ ସନ୍ତୋଷ କୁମାର ସାହୁ ( ୩୭),ବିନୋଦ ସାହୁ (୪୫),ଆନନ୍ଦ ସାହୁ (୪୧),ସୁଶାନ୍ତ ସାହୁ (୩୯)ପ୍ରମୂଖ ମେଶିନ ଲଗାଇ ୨୫ ଟି ଗାତ ଖୋଳି ବେଆଇନ୍ ଭାବେ କୋଇଲା ଉତୋଳନ ପାଇଁ ଉଦ୍ୟମ କରିଥିଲେ l ତେବେ ବେଆଇନ ଭାବେ କୋଇଲା ଚୋରୀ ଉଦ୍ୟମ ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି l ଏହି ସମୟରେ ତାଳଚେର ମାଇନ୍ସର ବରିଷ୍ଠ ଅଧିକାରୀ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଛେଣ୍ଡିପଦା ଓ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ବେଆଇନ କୋଇଲା ଖାଦାନ କୁ ରୋକି ଥିଲେ l ପୋଲିସ ପକ୍ଷରୁ ଏହି ଗର୍ତ୍ତ ଗୁଡିକୁ ନଷ୍ଟ କରାଯାଇଛି ଓ ଅବଶିଷ୍ଟ ଗର୍ତ୍ତ ଗୁଡିକୁ ନଷ୍ଟ କରିବାକୁ ତିନିଦିନ ସମୟ ଲାଗିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଏ ନେଇ ଛେଣ୍ଡିପଦା ଥାନା ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି l

Recent Post

Live Cricket Update

You May Like This

× How can I help you?