ଟିଟିପିଏସ୍ ଶ୍ରମିକ ଧାରଣା ସ୍ଥଳରେ ପହଁଞ୍ଚିଲେ ବିଧାୟକ ବ୍ରଜ କିଶୋର 

ଟିଟିପିଏସ୍ ଶ୍ରମିକ ଧାରଣା ସ୍ଥଳରେ ପହଁଞ୍ଚିଲେ ବିଧାୟକ ବ୍ରଜ କିଶୋର 

 

 

ଜେ ବି ଏନ, ୦୧/୦୪ /୨୦୨୧, (ରିପୋର୍ଟ, ସୌମ୍ୟରଞ୍ଜନ ଶତପଥୀ), କଣିହାଁ/ଟିଟି ପିଏସ /ଅନୁଗୋଳ : ଆଜି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ TTPS ଶ୍ରମିକ ଏକତା ମଞ୍ଚର ଧାରଣା ସ୍ଥଳରେ ପହଞ୍ଚି ବିଗତ ଦିନରେ ନେଇଥିବା ପଦକ୍ଷେପ ଉପରେ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ। ଏବଂ ଯେହେତୁ ଆସନ୍ତା ସୋମବାର ମୁଖ୍ୟ ଶାସନ ସଚିବ ଓଡ଼ିଶା ଓ NTPC/ TTPS ର ଅଧକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ସେହିଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ରେ ବସିବାକୁ କହିଛନ୍ତି। ଯଦି ବୈଠକରେ କୈାଣସି ଆଶାନୁରୂପକ ଫଳାଫଳ ଘୋଷଣା ନହୁଏ ତେବେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

 

Recent Post

Live Cricket Update