ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ

 

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ

 

ଜେ ବି ଏନ, ୦୨/୦୪/୨୦୨୧, ମୁମ୍ବାଇ : ବଲିଉଡ ଜଗତରେ ପୁଣି ଜଣେ ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ବଲିଉଡ ଅଭିନେତ୍ରୀ ଭାବେ ପରିଚିତ ଆଲିଆ ଭଟ୍ଟ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆଲିଆ ଭଟ୍ଟ। ପଜିଟିଭ ଚିହ୍ନଟ ପରେ ଏବେ ସେ ହୋମ କ୍ୱାରାନଟାଇନ ରେ ଥିବା ନେଇ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ରେ ସୁଚନା ଦେଇଛନ୍ତି l

Recent Post

Live Cricket Update