ବଅଁରପାଳ ଥାନା ପକ୍ଷରୁ ଯୋର ଧରିଲା ହେଲମେଟ ଓ ମାକ୍ସ ଚେକିଂ

ବଅଁରପାଳ ଥାନା ପକ୍ଷରୁ ଯୋର ଧରିଲା ହେଲମେଟ ଓ ମାକ୍ସ ଚେକିଂ

(ଜେ ବି ଏନ) ୦୨/୦୪/୨୦୨୧ ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ପୋଲିସ ପକ୍ଷରୁ ହେଲମେଟ ଓ ମାକ୍ସ ଚେକିଂ ର ଯୋର ଦାର ଧରପଗଡ଼। ଦେଶରେ କୋଭିଡ ସଂକ୍ରମଣ ଦ୍ବିତୀୟ ଲହରି ବ୍ୟାପିବା ରେ ଲାଗିଛି ଏଥିରୁ ରକ୍ଷା ନିମନ୍ତେ ଥାନା ପକ୍ଷରୁ ସଞ୍ଜୀବ ବେହେରା ଙ୍କ ନେତୃତ୍ଵରେ ବଅଁରପାଳ ଅଞ୍ଚଳର ଟେଲକୋ ଛକରେ ଚେକିଂ କରାଯାଉଥିଲା।

ଏଥିରେ ପ୍ରାୟ ଆଇନ୍ ଭାଙ୍ଗି ୭-୮ ଟି ଗାଡି ଧରା ପଡି ଜୋରିମାନା ଦେଇଥିଲେ। ଏହା ବ୍ୟତୀତ ଅଧିକାଂଶ ଗାଡି ଗୁଡିକ ର ନମ୍ବର ପ୍ଲେଟରେ ନମ୍ଵର ଠିକ ରେ ନଥିବା ନଜରରେ ଆସିଥିଲା।

Recent Post

Live Cricket Update