ପ୍ରଧାନମନ୍ତ୍ରୀ ମୋଦୀ ଇଷ୍ଟରକୁ ଅଭିବାଦନ ଜଣାଇଲେ, ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ଉପଦେଶଗୁଡ଼ିକୁ ମନେ ପକାଇଲେ

ପ୍ରଧାନମନ୍ତ୍ରୀ ମୋଦୀ ଇଷ୍ଟରକୁ ଅଭିବାଦନ ଜଣାଇଲେ, ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ଉପଦେଶଗୁଡ଼ିକୁ ମନେ ପକାଇଲେ

 

ଜେ ବି ଏନ, ୦୪/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଇଷ୍ଟର ଅବସରରେ ଅଭିବାଦନ ଜଣାଇଛନ୍ତି , ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ଉପଦେଶଗୁଡ଼ିକୁ ମନେ ପକାଇଲେ l ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ :

 

ଇଷ୍ଟର୍ ରେ ଶୁଭେଚ୍ଛା!

 

ଏହି ଦିନ, ଆମେ ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକ ଶିକ୍ଷା ମନେ ରଖିଛୁ | ସାମାଜିକ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ୱ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଏ |

Recent Post

Live Cricket Update