



ଗ୍ରାମ୍ୟଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଜେ ବି ଏନ୍, ୦୫/୦୪/୨୦୨୧, ରିପୋର୍ଟ, (ସୁବ୍ରତ ସାମଲ) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ଼ ଜୁହାରପୁର ଗ୍ରାମବାସୀ ପ୍ରାୟ ହରିଜନ ଶ୍ରେଣିର ଲୋକ ।ଉକ୍ତ ଜୁହାରପୁର ଗ୍ରାମରେ ପ୍ରାୟ ପାଞ୍ଚ ସହ ଲୋକ ବାସ କରି କରୁଛନ୍ତି । ସମସ୍ତ ଖଟିଖିଆ ମୂଲିଆ ଶ୍ରେଣୀର ଲୋକ, ବର୍ତ୍ତମାନ ପାନୀୟ ଜଳ ଓ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଜୁହାରପୁର ଗ୍ରାମରେ ଜଳର ଅଭାବ ଯଦି ସରକାରଙ୍କ ତରଫରୁ ଜଳ ଯୋଗାଣ ନିମନ୍ତେ କୋଣସି ପ୍ରକାର ସୁବିଧା କରାନଯିବ ତେବେ ତେବେ ଜଳ ବିହୁନରେ ଲୋକ ମାନେ ବାର୍ଥବା ସମପ୍ତ ହୋଇପାରିବ ନାହିଁ ଜୁହାରପୁର ଗ୍ରାମ ଠାରୁ ପ୍ରାୟ ଏକ କିମି ଦୂରରେ ବଉଳି ଗଡ଼ ଗ୍ରାମରେ ଏକ କ୍ଷୁଦ୍ର ଜଳ ପ୍ରକଳ୍ପର ସୁବିଧା କରାଯାଇଛି ।ଉକ୍ତ ଜଳ ପ୍ରକଳ୍ପ ସାହାଯ୍ୟ ରେ ବଉଳିଗଡ଼ ଗ୍ରାମବାସୀ ମାନେ ପାଇପାରୁଛନ୍ତି । ଏହି ଜଳ ପ୍ରକଳ୍ପରୁ ଜୁହାରପୁର ଗ୍ରାମକୁ ମଧ୍ୟ ସୁବିଧାରେ ଜଳ ପାଇପାରିବୁ ।ଜଳ ଯୋଗାଣ ପାଇଁ ଆଜି ଜୁହାରପୁର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦ୍ୱାରସ୍ଥ ହୋଇଛନ୍ତି।