



ବିଜେପିର ପ୍ରତିଷ୍ଠା ଦିବସରେ ଗଞ୍ଜମ୍ ଜିଲ୍ଲା ମହିଳା ମୋର୍ଚା ବିଜେପି ପକ୍ଷରୁ ବିଜେପିର ପତାକା ଉତ୍ତୋଳନ
ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି ), ଅନୁଗୋଳ : ଆଜି ବିଜେପି ର ପ୍ରତିଷ୍ଠା ଦିବସରେ ଗଞ୍ଜମ୍ ଜିଲା ମହିଳା ମୋର୍ଚା ବିଜେପି ପକ୍ଷରୁ ବିଜେପି ର ପତାକା ଉତ୍ତୋଳନ କରାଯାଇଥିଲା l ଗେଟ୍ ବଜାର ସ୍ଥିତ ମୁକ୍ତେଶ୍ଵର ମନ୍ଦିର ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ଏସ୍ ରାଣୀ ପତାକା ଉତ୍ତୋଲନ କରିଥିଲେ ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l