ଗଞ୍ଜମ୍ ଜିଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜମ୍ ଜିଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

 

ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ହିଲ୍ ପାଟନା ସ୍ଥିତ ଗଞ୍ଜମ୍ ଜିଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟାଳୟ ଠାରେ କିଛି କର୍ମୀ ଓ ରାମ ପାତ୍ର ବିଜେପି ପତକା ଉତ୍ତୋଳନ କରିଥିଲେ l କିନ୍ତୁ ଏହି ପ୍ରତିଷ୍ଟା ଦିବସରେ ଦଳ ର ସଭାପତି ବିଭୂତି ଜେନା, ଓ ପୂର୍ବତନ ସଭାପତି କାହ୍ନୁ ପତି ଉପସ୍ଥିତି ନଥିଲେ l ଏଥିରେ ସାଧାରଣ ଜନତା ଙ୍କ ମନରେ ପ୍ରଶ୍ନ ଉଠେ ଦଳର ସଭାପତି ନିଜ କାର୍ଯ୍ୟାଳୟ ପାଇଁ ସମୟ ଦେବେ ନାହିଁ, ସାଧରଣ ଲୋକଙ୍କ ପାଇଁ କଣ ସମୟ ଦେବେ l

Recent Post

Live Cricket Update