ବିଜେଡି ପକ୍ଷରୁ ବୁଧବାର ଅନୁଗୋଳ ବନ୍ଦ ଡାକରା

 

 

ବିଜେଡି ପକ୍ଷରୁ ବୁଧବାର ଅନୁଗୋଳ ବନ୍ଦ ଡାକରା

 

ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ/ତାଳଚେର : ଆସନ୍ତା ଏପ୍ରିଲ୍ ସାତ ତାରିଖରେ ବିଜେଡି ପକ୍ଷରୁ ଅନୁଗୋଳ ବନ୍ଦ ଡାକରା ଦିଆଯାଇଛି l ସୂଚନା ମୁତାବକ ତାଳଚେର ଥର୍ମାଲ୍ ପ୍ଳାଣ୍ଟ ର ପୁନ ସକ୍ରିୟ (ଚାଲୁ) କରିବା ନେଇ ବିଜେଡି ଏହି ବନ୍ଦ କରିବାକୁ ଯାଉଛି l ଏ ନେଇ ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି l କେନ୍ଦ୍ର ସରକାର ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କୁ ରୋକିବା ଉଦ୍ଧେଶ୍ୟରେ ଏପରି କରୁଛି ବୋଲି ବିଜେଡି ଅଭିଯୋଗ କରିଥିବା ବେଳେ ପାଞ୍ଚ ହଜାରରୁ ଅଧିକ ନିଯୁକ୍ତି ହରା ବ୍ୟକ୍ତିଙ୍କ ଉଦ୍ଧେଶ୍ୟରେ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ କରୁଛି l

Recent Post

Live Cricket Update