ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟୀତ୍ବ ଗ୍ରହଣ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟୀତ୍ବ ଗ୍ରହଣ

(ଜେ ବି ଏନ /ସୁବ୍ରତ କୁମାର) ୦୫.୦୪.୨୦୨୧ : କଟକ ଜିଲ୍ଲା ବାଙ୍କି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଶ୍ରୀ ଶାରଦା ପ୍ରସାଦ ମହାନ୍ତି ପଡ଼ିଛି ପାଇ ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ମହାନ୍ତି ରାଷ୍ଣ ପ୍ରହରା ! ଲୋକ ସଂମ୍ପର୍କ ଅଧିକାରୀ ଶ୍ରୀ ସୀତାଂଶୁ ଶେଖର ଦାଶଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ମହାନ୍ତି ତାଙ୍କ ଉପରା ସୁନାଚ ଲୋକ ସମ୍ପର୍କ ଅଧିକାରୀ ସହିତ ଆଠଗତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଭାବେ ଅତିରିକ୍ତ ଦାୟୀଙ୍କୁ ମୁଲାଇ ଆସିଛନ୍ତି ।

ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେଗଦାସ ଗସ୍ତ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟର କର୍ମଚାରୀମାନେ ଶ୍ରୀ ମହାନ୍ତିଙ୍କୁ ଫୁଲୋତତା ଦେଇ ସ୍ବାଗତ କରିଥିଲେ ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୀତାଶୁ ଶେଖର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

Recent Post

Live Cricket Update