କାର୍ ଧକ୍କା ରେ ପ୍ରାଣ ଗଲା 

କାର୍ ଧକ୍କା ରେ ପ୍ରାଣ ଗଲା 

ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର ପୁରୁଣା କଟକ ସମ୍ବଲପୁର ରାସ୍ତାର ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ରାମଚଣ୍ଡୀ ଛକ ଠାରେ ଗତ ୩ ତାରିଖ ଦିନ ଭୁବନେଶ୍ୱର ର ଏକ ଦୃତଗାମୀ କାର ଦୁଦୁରକୋଟ ବଡ଼ ପାଟଣା ସାହିର ପଞ୍ଚାନନ ସାହୁ ଙ୍କ ଏକ ମାତ୍ର ପୁତ୍ର ଓଁମ୍ ପ୍ରକାଶ ସାହୁ (୧୭) ଙ୍କୁ ଧକ୍କା ଦେବାରେ ତାର ଗୁରୁତର ଅବସ୍ଥାରେ କାର ଚାଳକ ସଂଗେ ସଂଗେ କଟକ ଓ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଚିକିସ୍ଛା କରୁଥିଲେ।ଆଜି ଓଁମ୍ ର ମୃତ୍ୟୁ ହୋଇଯିବା ପରେ ତାର ମୃତ ଶରୀର ଅପରାହ୍ନ ୪ଟାରେ ଗ୍ରାମ ରେ ପହଂଚିବା ପରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

Recent Post

Live Cricket Update