କାମନାକାଳୀ ଙ୍କ ପ୍ରଥମ ଦଣ୍ଡ ଯାତ୍ରା

କାମନାକାଳୀ ଙ୍କ ପ୍ରଥମ ଦଣ୍ଡ ଯାତ୍ରା

ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୦୬/୦୪ /୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଆନନ୍ଦ ବଜାର ସ୍ଥିତ କାମନା କାଳୀ ଅନୁଷ୍ଠାନ ପକ୍ଷରୁ ପ୍ରଥମ ଦିନ ର ଦଣ୍ଡ ଯାତ୍ରା ପାଳିତ ହୋଇଯାଇଛି। ରାଜ୍ୟରେ କରୋନା ପ୍ରକୋପ ଥିବାରୁ ଜିଲ୍ଲାପ୍ରଶାସନ ଦଣ୍ଡ ନୃତ୍ୟ ପାଇଁ ଆଇନ ତଥା ପ୍ରତିବନ୍ଧ ଲଗାଇଛନ୍ତି। ଅନୁଷ୍ଠାନ ପକ୍ଷରୁ ଆଇନ ଅନୁପାଳନ କରି ପ୍ରଥମ ଦିନ ଜଗନ୍ନାଥ ରୋଡ ସ୍ଥିତ ମଲା ସାହି ପ୍ରଥମ ଦିନ ର ଦଣ୍ଡ ନୃତ୍ୟ ପାଳିତ କରାଯାଇଛି l

Recent Post

Live Cricket Update