



ଚୈତ୍ର ମାସ ଦ୍ବିତୀୟ ମଙ୍ଗଳବାର ରେ ମା ହିଙ୍ଗୁଳାଙ୍କ ପୂଜାର୍ଚ୍ଚନା
ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୦୬/୦୪/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରେ ଚୈତ୍ର ମାସର ଦ୍ଵିତୀୟ ମଙ୍ଗଳବାର ରେ ମା ହିଙ୍ଗୁଳାଙ୍କ ପୂଜାର୍ଚ୍ଚନା ହୋଇଯାଇଛି। ମୀନା ବଜାର ସ୍ଥିତ ମା ଲକ୍ଷ୍ମୀ ମନ୍ଦିର ନିକଟରେ ଚୈତ୍ର ମାସ ରେ ଦ୍ଵିତୀୟ ମଙ୍ଗଳବାର ଦିନ ବ୍ରାହ୍ମଣ ଦ୍ଵାରା ବିଧବଦ୍ଧ ଭାବେ ଧୂପ ଆଳତି ସହ ପଣା ଦେଇ ମା ହିଙ୍ଗୁଳାଙ୍କ ପୂଜାର୍ଚ୍ଚନା କରାଯାଇଛି।