ବୁଧବାର ବଦଳରେ ଗୁରୁବାର ହେବ ମଦ ଦୋକାନ ନିମନ୍ତେ ଲଟେରି

ବୁଧବାର ବଦଳରେ ଗୁରୁବାର ହେବ ମଦ ଦୋକାନ ନିମନ୍ତେ ଲଟେରି

 

ଜେ ବି ଏନ, ୦୭/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ ଜିଲ୍ଲା ରେ ହେବାକୁ ଥିବା ୫୭ ମଦ ଦୋକାନ ନିମନ୍ତେ ଆଜି ଲଟେରୀ କୁ ସ୍ଥଗିତ ରଖାଯାଇଛି l ଏହି ମଦ ଦୋକାନ ନିମନ୍ତେ ପ୍ରାୟ ୯୦୦ ରୁ ଉର୍ଦ୍ଧ୍ବ ପାଖାପାଖି ଆବେଦନ କରିଥିବା ବେଳେ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଲଟେରୀ ହେବାର ଥିଲା l ତେବେ ଅନୁଗୋଳ ବନ୍ଦ କୁ ଆଖି ଆଗରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ଓ ଆସନ୍ତା କାଲି ୮/୪/୨୦୨୧ ଦିନ ୧୧ ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଓ ଏହାକୁ ସମସ୍ତ ଏକ୍ସାଇଜ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l

Recent Post

Live Cricket Update