ଏପ୍ରିଲ ୩୦ ଯାଏ ସ୍କୁଲ ବନ୍ଦ 

ଏପ୍ରିଲ ୩୦ ଯାଏ ସ୍କୁଲ ବନ୍ଦ 

ଜେ ବି ଏନ, ୦୭/୦୪ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ/ଭୁବନେଶ୍ବର : ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ ରହିବ। ଏହି ଶ୍ରେଣୀର ହଷ୍ଟେଲ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରି ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ମେଟ୍ରିକ ଓ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ୨୫ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ।

Recent Post

Live Cricket Update