ଶୈକ୍ଷିକ ଓ ଗବେଷଣା ସହଯୋଗ ପାଇଁ ଭାରତ-ଜାପାନ ବୁଝାମଣାପତ୍ର

ଶୈକ୍ଷିକ ଓ ଗବେଷଣା ସହଯୋଗ ପାଇଁ ଭାରତ-ଜାପାନ ବୁଝାମଣାପତ୍ର

ଜେ ବି ଏନ, ୦୭/୦୪ /୨୦୨୧,( ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗ ତଥା ବିଶେଷଜ୍ଞ ବିନିମୟ ପାଇଁ ଭାରତ-ଜାପାନ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ କରିଛି । ୨୦୨୦ ନଭେମ୍ବରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଆଲୋଚନା ଓ ସମୀକ୍ଷା ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ଚୁକ୍ତି ବାବଦରେ ଭଲଭାବେ ଅବଗତ ହେବା ପରେ ଏହାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି ।

 

ଏହି ବୁଝାମଣାପତ୍ର ଅନୁସାରେ ଭାରତ ସରକାରଙ୍କ ମହାକାଶ ଗବେଷଣା ବିଭାଗ ଅଧୀନସ୍ଥ ଜାତୀୟ ବାୟୁମଣ୍ଡଳୀୟ ଗବେଷଣା ପ୍ରତିଷ୍ଠାନ(ନାର୍ଲ) ଏବଂ ଜାପାନର କ୍ୟୋଟ ବିଶ୍ୱବିଦ୍ୟାଳୟ ଅଧୀନ ସସ୍‌ଷ୍ଟେନେବୁଲ ହ୍ୟୁମାନସ୍ପିୟର ପ୍ରତିଷ୍ଠାନ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

Recent Post

Live Cricket Update

× How can I help you?