ମା ମଙ୍ଗଳାଙ୍କ ମନ୍ଦିରରେ ଅଳିଆ ଆବର୍ଜନା : ଭକ୍ତ ଅସନ୍ତୋଷ

ମା ମଙ୍ଗଳାଙ୍କ ମନ୍ଦିରରେ ଅଳିଆ ଆବର୍ଜନା : ଭକ୍ତ ଅସନ୍ତୋଷ

 

 

ଜେ ବି ଏନ, ୦୮/୦୪ /୨୦୨୧, (ରିପୋର୍ଟ : ମାନସ ରଞ୍ଜନ ସାହୁ) କାକଟପୁର: କାକଟପୁର ମା ମଙ୍ଗଳା ଙ୍କ ମନ୍ଦିର ପରିସରରେ କୁଢ କୁଢ ଅଳିଆ ଆବର୍ଜନା ପଡିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ l ତା ପାଇଁ ସେବାୟତ ଓ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଉଛି l

Recent Post

Live Cricket Update

× How can I help you?