Warning: Trying to access array offset on value of type bool in /home/jagratbharatnewsin/jagratbharatnews.in/wp-content/plugins/elementor-pro/modules/dynamic-tags/tags/post-featured-image.php on line 36

ଆଉ ଏକ କୋଚିଂ ସେଣ୍ଟର ସିଲ୍ 

ଜେ ବି ଏନ, ୦୮/୦୪ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦିନ ଢେଉ ବେଶି ଜୋରେ ମାଡି ଚାଲିଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଆଜି ଦେଶରୁ ୧ ଲକ୍ଷ ୨୬ ହଜାର ୭୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୮୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଆସିଲା ବଡ ଖବର । କଟକ ଅରୁଣଦୋୟ ନଗର ସ୍ଥିତ ମହିନ୍ଦ୍ରା କୋଚିଂ ସେଟର ସିଲ୍ କରାଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ୍ କରାଯାଇଛି । ସିଏମସି ଏନଫୋର୍ସମେଂଟ ସ୍କ୍ୱାଡର ଚଢାଉ ପରେ ସିଲ କରାଗଲା ।

Recent Post

Live Cricket Update

You May Like This