ଥର୍ମୋକଲ ବାସନ ପାଇଁ ପରିବେଶ ପ୍ରଦୂଷିତ

ଥର୍ମୋକଲ ବାସନ ପାଇଁ ପରିବେଶ ପ୍ରଦୂଷିତ 

ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ସୁବ୍ରତ କୁମାର ସାମଲ), ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ପାରିପାଶିର୍କ ଅଞ୍ଚଳରେ ଦେଖିବାକୁ ମିଳିଛି ବିଭିନ୍ନ ଜାଗାରେ ଥର୍ମୋକଲ ଖଲି, ଚଉପତି ଓ ପ୍ଲାଷ୍ଟିକ ନିର୍ମିତ ବାସନ ପଡ଼ିଥିବାର ଦୃଶ୍ୟା ଦେଖିବାକୁ ମିଳୁଛି । ଏହି ଖଲି, ଚଉପତି ଓ ପ୍ଲାଷ୍ଟିକ୍ ଗୁଡିକ ସ୍ଥାନୀୟ ଜଳଖିଆ ଦୋକାନ, ଚାହା ଦୋକାନ ଓ ହୋଟେଲ ରେ ବ୍ୟବହାର କରାଯାଉଥିବା ବେଳେ ଏହାକୁ ଏଣେ ତେଣେ ପକାଉଥିବା ରୁ ଦୁର୍ଗନ୍ଧ ବାହାରିବା ସହ ପରିବେଶ ନଷ୍ଟ କରିବା ଓ ଏହାକୁ ଗାଈ ଗୋରୁ ମାନେ ଖାଇ ଜୀବନ ପ୍ରତି ବିପଦ ଦେଉଥିବାର ଦୃଶ୍ୟା ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ନଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Recent Post

Live Cricket Update