



ବିପୁଳ ପରିମାଣର ଗଞ୍ଜେଇ ଜବତ
ଜେ ବି ଏନ, ରିପୋର୍ଟ, ରୂପକ ମହାନ୍ତି ୧୨/୦୪/୨୦୨୧, ପୁଣି ବରହମପୁର ରୁ 920 କେଜି ଗଞ୍ଜେଇ ଜବତ କୌଣସ ସୂତ୍ରରୁ ଖବର୍ ପାଇ ବରହମପୁର ଅବକାରୀ ବିଭାଗ ପକ୍ଷରୁ ଜଗନ୍ନାଥ ପୁର୍ ବାଇପାସ୍ ନିକଟରୁ ଏକ ଟ୍ରକ୍ ଓ ପିକଅପ୍ ଗାଡି କୁ ଜବତ କରି ସେଥିରୁ 920 କେଜି ଗଞ୍ଜେଇ ଜବତ କରିଛି ଓ 8 ଜଣ କୁ ଗିରଫ କରିଛି, ଏହି ଗଞ୍ଜେଇ କୋରାପୁଟ ରୁ କୋଲକାତା ଚାଳନ ହେଉଥିବା ର ଅନୁମାନ କରାଯାଏ l