ମିଳିତ ଯାଆଁଳା ଶିଶୁ ଜନ୍ମ, ଅବସ୍ଥା ଗୁରୁତର ହେବାରୁ ଶିଶୁ ଭବନକୁ ସ୍ଥାନାନ୍ତର 

ମିଳିତ ଯାଆଁଳା ଶିଶୁ ଜନ୍ମ, ଅବସ୍ଥା ଗୁରୁତର ହେବାରୁ ଶିଶୁ ଭବନକୁ ସ୍ଥାନାନ୍ତର 

 

ଜେ ବି ଏନ, ୧୩/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଓଡ଼ିଶା ରେ ଦେଖିବାକୁ ମିଳିଛି ଜନ୍ମିତ ଗୋଟିଏ ଶରିରର ଦୁଈଟି ଝିଅ ସନ୍ତାନ l ରବିବାର ଦିନ କେନ୍ଦ୍ରାପଡା ଜିଲ୍ଲାର କାନିଗାଓଁର ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା ମିଳିତ ଯାଆଁଳା ଶିଶୁ – ଦୁଇ ଝୀଅଙ୍କୁ ଜନ୍ମ ଦେଇଛନ୍ତି। ପରେ ଯାଆଁଳା ଶିଶୁଙ୍କ ଅବସ୍ଥା ଖରାପ ଥିବାରୁ କଟକସ୍ଥିତ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା।

Recent Post

Live Cricket Update