ବୁଢୀ ଠାକୁରାଣୀ ଯାତ୍ରା ଉପରେ ପୁଣି ଲଗିଲା କରୋନା କଟକଣା

ବୁଢୀ ଠାକୁରାଣୀ ଯାତ୍ରା ଉପରେ ପୁଣି ଲଗିଲା କରୋନା କଟକଣା

 

ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଉପରେ ପୁଣି ଲଗିଲା କଟକଣା l ଆଜି ଦୁଇ ଜଣ ପୂଜକ କରୋନା ଚିହ୍ନିଟ ହେବା ପରେ ଏହିକଟକଣା କରାଯାଇଛି l ମା ଙ୍କୁ ସାଧରଣ ଦର୍ଶନକୁ ବାରଣ କରାଯାଇଅଛି, କେବଳ ସ୍ଥାନୀୟ ଲୋକ ମାଙ୍କୁ ଦର୍ଶନ କରିପାରିବେ, ମା ଙ୍କ ଅସ୍ଥାୟୀ ମଣ୍ଡପ ଚାରିପାଖକୁ ନିଷିଦ୍ଧାଞ୍ଚଳ ଘୋୋଷଣା କରାଯାଇଛି l

Recent Post

Live Cricket Update