ଜାତିଆଣ ମନ ଭାବକୁ ନେଇ ହରିଜନ ପାଣ ସମାଜକୁ ଗ୍ରାମରୁ ବାସନ୍ଦ

ଜାତିଆଣ ମନ ଭାବକୁ ନେଇ ହରିଜନ ପାଣ ସମାଜକୁ ଗ୍ରାମରୁ ବାସନ୍ଦ

ଜେ ବି ଏନ୍୧୩/୦୪/୨୦୨୧,ଅନୁଗୋଳ ଅନୁଗୋଳ ଜିଲ୍ଲା ପଲଲହଡା ଉପଖଣ୍ଡ ର ଖମାର ଥାନା ଅନ୍ତର୍ଗତ କୋଚିଆବେଡ଼ା ହରିଜନ ପାଣ ସମ୍ପ୍ରଦାୟର ଲୋକଙ୍କୁ ଜାତିଆଣ ମନୋଭାବ ରଖି ସାମାଜିକ କାର୍ଯ୍ୟକ୍ରମ ଓ ଗ୍ରାମର ପର୍ବ ପର୍ବାଣୀ ରେ ବାସନ୍ଦ କରାଯିବାକୁ ନେଇ ଗ୍ରାମର ଶତାଧିକ ଲୋକ ଖମାର ଥାନାର ଦ୍ୱାରସ୍ତ ହୋଇଥିବାର ଦେଖିବାକୁ ମିଳିଛି ।ମିଳିଥିବା ସୂଚନା ମୁତାବକ ଆଗାମୀ ଦିନରେ ହେବାକୁ ଥିବା ୧୪ ତାରିଖ ପଣା ସଂକ୍ରାନ୍ତି ଅବସରରେ ବାର୍ଷିକ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗ୍ରାମର ୨୨ ଜଣ ହରିଜନ ପରିବାର କୁ ବାଦ୍ ଦିଆଯାଇଛି ।ତେଣୁ ଏହାର ପ୍ରତିବାଦ ରେ ସେହି କୋଚିଆବେଡ଼ା ଗ୍ରାମର ୨୨ ଜଣ ହରିଜନ ପାଣ ସମ୍ପ୍ରଦାୟର ଲୋକ ଖମାର ପୋଲିସ ପ୍ରଶାସନ , ପାଲଲହଡ଼ା ଉପଜିଲ୍ଲାପାଳ , ଓ ଭାରତୀୟ ମାନବାଧିକାର ପରିଷଦ ଅନୁଗୋଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି ତେବେ କେଖିବାକୁ ବାକି ରହିଲା ପଲଲହଡା ପ୍ରଶାସନ ୨୨ ଜଣ ବାସନ୍ଦ ପରିବାର ଙ୍କୁ କେବେ ନ୍ୟାୟ ମିଳିବ ଦେଖିବାକୁ ବାକି ରହିଲା ।

Recent Post

Live Cricket Update