



ଜଲିଆନୱାଲା ବାଗ ହତ୍ୟାକାଣ୍ଡରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ
ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ସହିଦ ହୋଇଥିବା ଲୋକ ମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Prime Minister Shri @narendramodi pays tribute to martyrs of #JallianwalaBaghMassacre https://t.co/39IgKXkul4 pic.twitter.com/Cmpys9G17z
— PIB in Odisha (@PIBBhubaneswar) April 13, 2021
ଶ୍ରୀ ମୋଦୀ ଏକ ଟୁଇଟରେ କହିଛନ୍ତି:
“ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ସହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି। ସେମାନଙ୍କର ସାହସ, ବୀରତ୍ୱ ଏବଂ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଥାଏ। ”