ଜଲିଆନୱାଲା ବାଗ ହତ୍ୟାକାଣ୍ଡରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ 

 

ଜଲିଆନୱାଲା ବାଗ ହତ୍ୟାକାଣ୍ଡରେ ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ 

 

ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ସହିଦ ହୋଇଥିବା ଲୋକ ମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଶ୍ରୀ ମୋଦୀ ଏକ ଟୁଇଟରେ କହିଛନ୍ତି:

 

“ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ସହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି। ସେମାନଙ୍କର ସାହସ, ବୀରତ୍ୱ ଏବଂ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରିଥାଏ। ”

Recent Post

Live Cricket Update