ସ୍କୁଲ ଖେଳ ପଡିଆକୁ ଜବରଦଖଲ କୁ ନେଇ କୋଶଳା ପଞ୍ଚାୟତ ଶିମିଳି ସାହିର ଗ୍ରାମବାସୀଙ୍କ ୬୩ ନଂ ଜାତୀୟ ରାଜପଥ ଅବରୋଧ
(ଜେ ବି ଏନ୍ ୧୩/୦୪/୨୦୨୧(ରିପୋର୍ଟ ସିପୁନ ସାହୁ) ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳ ପଞ୍ଚାୟତ ସିମିଳିସାହି ସ୍କୁଲ ଖେଳ ପଡ଼ିଆରେ ଜବରଦଖଲକୁ ନେଇ ସିମିଳିସାହି ଗ୍ରାମବାସୀ ମାନେ ୬୩ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଏବଂ ସଙ୍ଗେ ସଙ୍ଗେ ପୋଲିସ ଆସି ସେଠାରେ ବୁଝାଇବା ପରେ ଲୋକମାନେ ଶାନ୍ତି ସହ ବସି କଥା ହେଲେ ଏବଂ ଗ୍ରାମବାସୀ ତହସିଲ ଦାରଙ୍କୁ ଡାକନ୍ତୁ ତାପରେ ଯାହା କରିବା ବୋଲି ଗ୍ରାବାସୀମାନେ କହିଥିଲେ ତହସିଲଦାର ମଧ୍ୟ ଆସିଲେ ଆସିବା ପରେ ସେ ଜାଗା ରେ ଦେଖିଲେ ଜେ ସେଠାରେ ଅଜେବେଷ୍ଟ ଗଦା ହୋଇଛି ଆଗରୁ ମଧ୍ୟ ନୋଟିସ କରିଥିଲେ ଆଜେବେଷ୍ଟ୍ ଉଠେଇବି ବୋଲି କିନ୍ତୁ ସେ ସବୁ ହେଉନଥିବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଥିଲେ ଶେଷରେ ତହସିଲଦାର ଗ୍ରାମବାସୀ ୭ଦିନ ସମୟ ଦେଇଛନ୍ତି ସେ ଆଜେବେଷ୍ଟ ଉଠେଇବା ପାଇଁ ଯଦି ସେ ସବୁ ନହୁଏ ତେବେ ଅଜେବେଷ୍ଟ୍ର ଯାହାର ସେହି ହିସାବାରେ ତାଙ୍କ ନାମରେ କେସ ଫାଇଲ କରିବେ ବୋଲି ମଧ୍ୟ କହିଛନ୍ତି ଏବଂ ଏହା ପରେ ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ଓହରିଥିଲେ ଗାଡ଼ି ଯିବା ଆସିବା ପାଇଁ ମଧ୍ୟ କହିଲେ ଯଦି ୭ଦିନ ମଧ୍ୟ ରେ ନଉଠେ ତେବେ ପୁଣି ସେ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଗ୍ରାମବାସୀ କହିଛନ୍ତି।