



ଅଳ୍ପକେ ବର୍ତ୍ତୀଲେ ଶ୍ରମିକ, ଅନନ୍ତ କୋଇଲା ଖଣିରେ ୱାଗନ କୋଇଲା ଭିତରୁ ଉଦ୍ଧାର ହେଲେ
ଜେ ବି ଏନ,( ରିପୋର୍ଟ, ଚୈତନ୍ୟ ସାହୁ), ୧୩/୦୪/୨୦୨୧, ଅନୁଗୋଳ : ଅନୁଗୋଳ ତାଳଚେର ଅନନ୍ତ କୋଇଲା ଖଣିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ମିଳିଥିବା ସୂଚନା ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ରେଳ କୋଇଲା ଡ଼ବାରେ ଜଣେ ଅଜଣା ଲୋକଙ୍କ ଉପରେ କୋଇଲା ଘୋଡେ଼ଇ ଦିଆଯାଉଥିଲା ।ଲୋକଟିର ଚିତ୍କାର ଶୁଣିବା ପରେ କୋଇଲା ୱାଗନରୁ ଉଦ୍ଧାର କରାଯାଇଥିଲା ,ଅଳ୍ପକେ ବର୍ତ୍ତିଗଲା ଏକ ବହୁ ମୂଲ୍ୟ ଜୀବନ ।