ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 

ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

 

ଜେ ବି ଏନ, ୧୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାନ୍ଧୀ ମୁର୍ତ୍ତୀ ନିକଟରେ ଧାରଣାରେ ବସିଛନ୍ତି l ସୂଚନା ମୁତାବକ ଭାରତୀୟ ନିର୍ବାଚନ କମିସନ୍ ଆଗାମୀ ୨୪ ଘଣ୍ଟା ମଧ୍ୟରେ

କୌଣସି ନିର୍ବାଚନୀ କ୍ୟାମ୍ପେନ କରି ପାରିବେ ନାହିଁ ବୋଲି କହିବା ପରେ ସେ ଏହି ଧାରଣାରେ ବସିଛନ୍ତି l ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସନ୍ଧ୍ୟା ୮ ଟାରୁ ଆଜି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ନିର୍ବାଚନୀ କ୍ୟାମ୍ପେନ ବ୍ୟାନ୍ ବଳବତ୍ତର ରହିଛି l

 

 

 

 

Recent Post

Live Cricket Update