



ମା କନକ ଦୂର୍ଗା ଙ୍କ ମନ୍ଦିରରେ ଅଧିବାସ ପୂଜା ଆରମ୍ଭ
ଜେ. ବି. ଏନ୍ (୧୩/୦୪/୨୦୨୧)ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗା ଙ୍କ ମନ୍ଦିରରେ ବାସନ୍ତୀ ଙ୍କ ନବରାତ୍ରି ପୂଜା ଆରମ୍ଭ ହୋଇଯାଇଛି। ଆସନ୍ତା କାଲି କଳସ ଯାତ୍ରା କରାଯାଇ ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ପ୍ରତିଦିନ ଗୋ ପୂଜା, ସୂର୍ଯ୍ୟ ପୂଜା, ହୋମ୍ ଯଜ୍ଞ ଚଣ୍ଡି ପାଠ, ସହିତ ଏହା ନଅ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ମା ଙ୍କର ପ୍ରତ୍ୟହ ଷୋଡ଼ଶ ଉପଚାର ପୂଜା ସକାଳୁ ଖେଚେଡ଼ି ମଧ୍ୟାହ୍ନ ଆନ୍ନ ସନ୍ଧ୍ୟାରେ ଆଳତି ପୁରୀ, କ୍ଷୀରି, କାକରା, ମିଠା ରାତ୍ରରେ କରାଯାଇ ନବମି ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।