ଅନୁଗୋଳ ଓକିଲ ସଂଘର ୨ ଜଣ ବରିଷ୍ଠ ଆଇନଜୀବୀଙ୍କର ଅକାଳ ବିୟୋଗ

ଅନୁଗୋଳ ଓକିଲ ସଂଘର ୨ ଜଣ ବରିଷ୍ଠ ଆଇନଜୀବୀଙ୍କର ଅକାଳ ବିୟୋଗ

ଜେ ବି ଏନ, (ରିପୋର୍ଟ, ଚୈତନ୍ୟ ସାହୁ), ୧୪.୦୪.୨୦୨୧, ଅନୁଗୋଳ : ଅନୁଗୋଳ ଓକିଲ ସଂଘର ଦୁଇ ବରିଷ୍ଠ ଆଇନଜୀବୀଙ୍କର ଅକାଳ ବିୟୋଗ ହୋଇଯାଇଅଛି । ଅନୁଗୋଳ ସଦର ଅମଲାପଡା ନିବାସୀ ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ, ସଭାପତି ତଥା ଅଧିବକ୍ତା ସମୀର କୁମାର ପ୍ରଧାନ, ବଇଣ୍ଡା ନିବାସୀ ବିଜୟ ମିଶ୍ର ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଅଛି । ଏହି ଦୁଃଖଦ ଖବର ଲୋକ ଲୋଚନକୁ ଆସିବା ପରେ ଓକିଲ ସଂଘ ମର୍ମାହତ ହୋଇଛନ୍ତି । ଉକ୍ତ ଦୁଇ ବରିଷ୍ଠ ଆଇନଜୀବୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Recent Post

Live Cricket Update