ଭାରତ ରତ୍ନ ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ 131 ତମ ଜନ୍ମ ଜୟନ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ –

ଭାରତ ରତ୍ନ ଡ଼ଃ ବାବା ସାହେବ ଆମ୍ବେଦକର ଙ୍କ 131 ତମ ଜନ୍ମ ଜୟନ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ –

ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ସୁବର୍ଣ୍ଣପୁର :  ଭାରତ ରତ୍ନ ଡ଼ଃ ବାବାସାହେବ ଆମ୍ବେଦକର ଙ୍କ 131 ତମ ଜନ୍ମ ଜୟନ୍ତୀ ରେ ଡ଼ଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ଆଜି ସକାଳ

ଘଂ07-00 ଣ୍ଟl ସମୟରେ ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ କଟକଣା ପାଳନ ପୂର୍ବକ ସୋନପୁରସହର ଆମ୍ବେଦକର ଛକରେ ଅବସ୍ଥିତ ଭାରତ ରତ୍ନ ଡ଼ଃ ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲାମଙ୍ଗଳ ଅଧିକାରୀ, ପାଲକା ରବୀନ୍ଦ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Recent Post

Live Cricket Update