ବରହମପୁର ଠାରେ ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିଶମ ସପ୍ତାହ ପାଳନ

ବରହମପୁର ଠାରେ ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିଶମ ସପ୍ତାହ ପାଳନ

 

 

ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜି ବରହମପୁର ଠାରେ ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି l ଏହି ଅଗ୍ନିଶମ ସପ୍ତାହ ରେ ଅଗ୍ନିଶମ ବିଭାଗ ର ସହିଦ୍ ହେଇଥିବା ସହିଦ୍ ମାନଙ୍କ ପାଇଁ ନୀରବ ପ୍ରାର୍ଥନl କରାଯଇଥିଲା l ଅଗ୍ନିଶମ ବିଭାଗ ର ଦାକ୍ଷିଣା ଅଞ୍ଚଳ ମୁଖ୍ୟ ଅରୁଣ ଷଡଙ୍ଗୀ ପତାକା ଦେଖାଇ ଏକ ଭାଇକେଲ ରାଲି ର୍ ଅନୁମତି ଦେଇଥିଲେ l ଏହି ଭାଇକେଲ ରାଲି

ସହର୍ ର ବିଭିନ୍ନ ସ୍ଥାନ ବୁଲି ଲୋକ ମାନକୁ ଅଗ୍ନି ବିପତ୍ତି ରୁ କିପରି ସୁରକ୍ଷା ରହିବେ ସେହି ବିଷୟରେ ଶିକ୍ଷା ଦେବେ l ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ କରାଯିବ ବୋଲି ଅରୁଣ ଷଡଙ୍ଗୀ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ଅଗ୍ନିଶମ ବିଭାଗ ର ବହୁ ଉଚ୍ଚ ପଦସ୍ଥ ଅଧିକାରୀ, ଓ କର୍ମୀ ଯୋଗ ଦେଇଥିଲେ l

Recent Post

Live Cricket Update