ଭାରତ ରତ୍ନ ଡଃ . ବି . ଆର . ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭାରତ ରତ୍ନ ଡଃ ବି.ଆର .ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଜେ. ବି. ଏନ୍/ଶୁଭମ ପାଣି (୧୪/୦୪ /୨୦୨୧)ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଓ ଭାରତ ରତ୍ନ ଡଃ . ଆମ୍ବେଦକର ମେମୋରିଆଲ ସୋସାଇଟି ପକ୍ଷରୁ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା,  ସାଂସଦ  ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ , ପୂର୍ବତନ ନଗରପାଳ ଶ୍ରୀ ଇନ୍ଦ୍ରମଣି ବେହେରା , ଭାରତ ରତ୍ନ ଡଃ ଆମ୍ବେଦକର ମେମୋରିଆଲ ସୋସାଇଟିର ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ବେହେରା ଏବଂ ସମ୍ପାଦକ ଶ୍ରୀ ବନମାଳୀ ମଲ୍ଲିକ , ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁକୁ ସ୍ବାଇଁ , ଜିଲ୍ଲା କଳା ସଂଘର ଉପ ସଭାପତି ଶ୍ରୀ ଅବନୀ କୁମାର ମିଶ୍ର ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶାରଦା ପ୍ରସାଦ ମହାନ୍ତି , ବାର ଆସୋସିଏସନର ସମ୍ପାଦକ ଶ୍ରୀ ଟଙ୍କଧର ବେହେରା , ଉତ୍କଳ ଆଜବେଷ୍ଟସର ଶ୍ରୀ ପ୍ରସନ୍ନ କୁମାର ବିଶ୍ୱାଳ , ଶ୍ରୀ ନୃସିଂହ ଚରଣ ସାହୁ , , ସାନ୍ଧ୍ୟା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସମୀର ସାହୁ , ଆଇନଜୀବୀ ପଦ୍ମନୀ ନାୟକ , ଶ୍ରୀ ଅଶୋକ କୁମାର ମଲିକ , ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର ଶ୍ରୀ ନରେନ୍ଦ୍ର କୁମାର ଦାସଙ୍କ ସମେତ ଶ୍ରୀ ବାଇଧର ନାୟକ , ଶ୍ରୀ ରମେଶ ଚନ୍ଦ୍ର ସାମଲ , ଶ୍ରୀ ଡମ୍ବରୁଧର ନାୟକ , ଶ୍ରୀ ଶେଖର ଚନ୍ଦ୍ର ସେଠୀ , ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ର , ଶ୍ରୀ ହରିହର ନାୟକ , ଶ୍ରୀ କଲ୍ୟାଣ କାନୁନଗୋ ପ୍ରମୁଖ ମଧ୍ୟ ଡଃ , ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି କବି ବ୍ରଜନାଥ ବଡଜେନାଙ୍କ ଜୟନ୍ତୀ ଅବସରରେ ଆଜି ପୂର୍ବାହ୍ନରେ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା , ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟତ୍ରୀମାନେ ବ୍ରଜନାଥ ବଡଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

Recent Post

Live Cricket Update