Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସର୍ମ୍ପକୀତ ଚାରୋଟି ବହି ପ୍ରଧାନମନ୍ତ୍ରୀ କଲେ ଉନ୍ମୋଚନ

ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସର୍ମ୍ପକୀତ ଚାରୋଟି ବହି ପ୍ରଧାନମନ୍ତ୍ରୀ କଲେ ଉନ୍ମୋଚନ

 

ଜେ ବି ଏନ, ୧୪/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୪୫ତମ ବାର୍ଷିକ ସମ୍ମିଳନୀକୁ ଏବଂ କୁଳପତିମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ସମ୍ପର୍କୀତ ଚାରିଖଣ୍ଡ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଗୁଡିକର ଲେଖକ ହେଉଛନ୍ତି କିଶୋର କୁମାର ମକ୍‌ୱାନା । ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଗୁଜରାତର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅହମ୍ମଦାବାଦର ଡକ୍ଟର ବାବାସାହେବ ଆମ୍ବେଦରକର ମୁକ୍ତ ବିଶ୍ୱବିଦ୍ୟାଳୟ ଆୟୋଜନ କରିଥିଲା । କୃତଜ୍ଞ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଥିବା ଅବସରେ ତାଙ୍କ ଜୟନ୍ତୀ ପାଳନ ନୂଆ ଉନ୍ମାଦନା ଆଣିଦେଇଛି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱରେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଏହା ଜୀବନଶୈଳୀ ଭାବରେ ଆମ ସଭ୍ୟତାର ଅବିଚ୍ଛେଦ୍ୟ ଅଙ୍ଗ । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତର ଗଣତାନ୍ତ୍ରିକ ପରମ୍ପରାର ମୂଳଦୁଆ ବାବା ସାହେବ ପକାଇଥିଲେ ।

 

ବାବା ସାହେବଙ୍କ ଦର୍ଶନ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡକ୍ଟର ବି.ଆର ଆମ୍ବେଦକର ଜ୍ଞାନ, ଆତ୍ମସମ୍ମାନ ଏବଂ ନମ୍ରତାକୁ ତାଙ୍କ ଜୀବନର ତିନି ଆରାଧ୍ୟଦେବୀ ଭାବରେ ଗ୍ରହଣ କରିଥିଲେ । ଜ୍ଞାନ ମାଧ୍ୟମରେ ଆତ୍ମସମ୍ମାନବୋଧ ଆସେ ଏବଂ ବ୍ୟକ୍ତିର ଅଧିକାର ସମ୍ପର୍କରେ ତାକୁ ସଚେତନ କରାଏ । ସମାନ ଅଧିକାର ମାଧ୍ୟମରେ ସାମାଜିକ ସଂହତି ସୃଷ୍ଟି ହୁଏ ଏବଂ ଦେଶ ଅଗ୍ରଗତି କରେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ବାବା ସାହେବଙ୍କ ପ୍ରଦର୍ଶିତ ମାର୍ଗରେ ଦେଶକୁ ଆଗେଇ ନେବା ଆମର ଶିକ୍ଷା ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଗୁଡିକର ଦାୟିତ୍ୱ ।

 

ଜାତୀୟ ଶିକ୍ଷାନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରି କହିଥିଲେ ଯେ ପ୍ରତ୍ୟେକ ଛାତ୍ରଙ୍କର ଏକ ନିର୍ଦ୍ଧିଷ୍ଟ ଦକ୍ଷତା ରହିଛି । ଏହି ନିର୍ଦ୍ଧିଷ୍ଟ ଦକ୍ଷତା ଛାତ୍ର ଏବଂ ଶିକ୍ଷକଙ୍କୁ ତିନୋଟି ପ୍ରଶ୍ନର ସମ୍ମୁଖୀନ କରାଏ । ପ୍ରଥମ ପ୍ରଶ୍ନ- ସେମାନେ କ’ଣ କରିପାରିବେ । ଦ୍ୱିତୀୟ ପ୍ରଶ୍ନ -ଉପଯୁକ୍ତ ଶିକ୍ଷା ମାଧ୍ୟମରେ ସେମାନଙ୍କ ଅନ୍ତର୍ନିହିତ ଗୁଣ କ’ଣ ହେବ ଏବଂ ତୃତୀୟ ପ୍ରଶ୍ନ ସେମାନେ କ’ଣ କରିବାକୁ ଚାହାଁନ୍ତି । ପ୍ରଥମ ପ୍ରଶ୍ନର ଉତର ହେଉଛି ଛାତ୍ରର ଅନ୍ତର୍ନିହିତ ଦୃଢତା । ଯଦି ଅନୁଷ୍ଠାନର ଶକ୍ତି ଏହି ଅନ୍ତର୍ନିହିତ ଶକ୍ତିରେ ମିଶିଯାଏ ସେମାନଙ୍କର ଉନ୍ନତି ସମ୍ପ୍ରସାରିତ ହେବ । ସେମାନେ ଯାହା ଚାହିଁବେ କରିପାରିବେ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଏକ ଉଦ୍ଧୃତି ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ନୂଆ ଶିକ୍ଷାନୀତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଦୃଷ୍ଟିଭଙ୍ଗୀ ପୂରଣ କରିବା ନିମନ୍ତେ ଉଦ୍ଦିଷ୍ଟ । ଏହା ଛାତ୍ର ସମାଜକୁ ସୁଦୁଢ କରାଇବା କ୍ଷେତ୍ରରେ ଯୋଗଦାନ କରାଏ । ଭାରତୀୟ ଶିକ୍ଷା ବୈଶିଷ୍ଟ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ପରିଚାଳନା ବ୍ୟବସ୍ଥାରେ ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଛାତ୍ରସମାଜ ଭାବିବା ଉଚିତ ।

 

ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଉଭା ହୋଇଥିବା ଦକ୍ଷତାର ଆବଶ୍ୟକତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର କେନ୍ଦ୍ର ହେବ । ଏଥିସହ ବିଭିନ୍ନ ବିଷୟରେ ଏଣ୍ଟରନେଟ, ବିଶାଳ ତଥ୍ୟକେନ୍ଦ୍ର, ଥ୍ରୀ.ଡି ପ୍ରିଣ୍ଟିଙ୍ଗ, ଭର୍ଚ୍ୟୁଆଲ ବାସ୍ତବତା ଓ ରୋବର୍ଟ ଜ୍ଞାନ ଏବଂ ମୋବାଇଲ ବୈଷୟିକ କୌଶଳ, ଭୂ-ବିଜ୍ଞାନ ସୂଚନା, ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ । କୌଶଳ ବିକାଶ ନିମନ୍ତେ ଆବଶ୍ୟକୀୟ ବିଦ୍ୟା ଯୋଗାଇବା ପାଇଁ ଭାରତୀୟ କୌଶଳ ପ୍ରତିଷ୍ଠାନ ଦେଶରେ ତିନୋଟି ମେଟ୍ରୋ ପଲିଟାନ ସହରରେ ପ୍ରତିଷ୍ଠା କରାଯାଉଛି । ମୁମ୍ବାଇଠାରେ ଭାରତୀୟ କୌଶଳ ପ୍ରତିଷ୍ଠାନର ପ୍ରଥମ ବ୍ୟାଚର ଶିକ୍ଷାଦାନ ଆରମ୍ଭ ହୋଇଗଲାଣି । ଏନ.ଏ.ଏସ.ଏସ.ସି.ଓ.ଏମ ସହଯୋଗରେ୨୦୧୮ ମସିହାରେ ଭବିଷ୍ୟତର କୌଶଳ ଉଦ୍ୟମ କାର୍ଯ୍ୟକାରୀ ହୋଇଥିବାର ସୂଚନା ପ୍ରଧାନମନ୍ତ୍ରୀ ଦେଇଛନ୍ତି ।

 

ସେ କହିଛନ୍ତି ଯେ, ଛାତ୍ର ସମାଜର ପସନ୍ଦ ପୂରଣ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ବହୁମୁଖୀ ହେବା ଉଚିତ । ଏହି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ସେ କୁଳପତିମାନଙ୍କୁ ଆହ୍ୱାନ ଦେଇଛନ୍ତି ।

 

ବାବା ସାହେବଙ୍କ ବିଶ୍ୱାସ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଓ ସମାନ ଅଧିକାରର ବର୍ଣ୍ଣନା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନଧନ ଆକାଉଂଟ ମାଧ୍ୟମରେ ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ ଅଗ୍ରଗତି ଲାଭ କରିଛି ଏବଂ ଲୋକମାନଙ୍କ ନିକଟରେ ସିଧାସଳଖ ଅର୍ଥ ପହଞ୍ଚିପାରୁଛି । ଦେଶର ପ୍ରତ୍ୟେକ ବ୍ୟକ୍ତି ନିକଟରେ ବାବା ସାହେବଙ୍କ ବାର୍ତ୍ତାକୁ ପହଞ୍ଚାଇବା ନିମନ୍ତେ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଏ ଦିଗରେ ବାବା ସାହେବଙ୍କ ଜୀବନୀ ସହ ସମ୍ପର୍କୀତ ୫ଟି ସ୍ଥାନକୁ ପଞ୍ଚତୀର୍ଥ ନାମରେ ଉନ୍ନତିକରଣ କାର୍ଯ୍ୟ କରାଯାଉଥିବା ସେ କହିଛନ୍ତି । ଜଳଜୀବନ ମିଶନ, ନିଶୁଳ୍କ ବାସଗୃହ ଯୋଗାଣ, ନିଶୁଳ୍କ ବିଜୁଳି ଯୋଗାଣ, ମହାମାରୀକାଳରେ ସାହାଯ୍ୟ କରିବା ଏବଂ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକ ବାବା ସାହେବଙ୍କ ସ୍ୱପ୍ନ ପୂରଣ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ କିଶୋର କୁମାର ମକୱାନାଙ୍କ ରଚିତ ତିନିଖଣ୍ଡ ପୁସ୍ତକକୁ ଉନ୍ମୋଚନ କରିଥିଲେ । ସେଗୁଡିକ ହେଉଛି, ଡକ୍ଟର ଆମ୍ବେଦକର ଜୀବନଦର୍ଶନ, ଡକ୍ଟର ଆମ୍ବେଦକର ବ୍ୟକ୍ତିଦର୍ଶନ, ଡକ୍ଟର ଆମ୍ବେଦକର ଆୟାମ୍‌ଦର୍ଶନ ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପୁସ୍ତକଗୁଡିକ ଆଧୁନିକ ଶାସ୍ତ୍ରୀୟ ଗ୍ରନ୍ଥଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହା ବାବା ସାହେବଙ୍କ ବିଶ୍ୱ ଚେତନତା ଦର୍ଶନକୁ ଶିକ୍ଷାଦିଏ । ଏହି ପୁସ୍ତକଗୁଡିକ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ବ୍ୟାପକଭାବେ ପଢା ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech

× How can I help you?