Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ, ବନ୍ଦ ହେବ ଉପ ନିର୍ବାଚନ 

 

 

ଜେ ବି ଏନ, ୧୫/୦୪/୨୦୨୧,ପିପିଲି /ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି ।

ସୂଚନା ମୁତାବକ କରୋନାରେ ତାଙ୍କ ଦେହାନ୍ତ ହୋଇଥିବ କୁହାଯାଉଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏଇ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଅଜିତ୍। ଅଜିତ୍‌ଙ୍କ ବିୟୋଗକୁ ନେଇ ଶୋକର ଛାୟା ଖେଳି ଯାଇଛି। ତେବେ ପିପିଲି ବିଧାନସଭା ପାଇଁ ଚାଲିଥିବା ଉପ ନିର୍ବାଚନ ବନ୍ଦ ହେବା ସହ ପୁଣି ଥରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି l