Search
Close this search box.

ଜାତୀୟ ରାଜଧାନୀ ରେ କରୋନା ସଂକ୍ରମଣ ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ : ଉପ ରାଜ୍ୟପାଳ ଙ୍କ ସହ କରିବେ ବୈଠକ 

ଜାତୀୟ ରାଜଧାନୀ ରେ କରୋନା ସଂକ୍ରମଣ ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ : ଉପ ରାଜ୍ୟପାଳ ଙ୍କ ସହ କରିବେ ବୈଠକ 

 

 

ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଜାତୀୟ ତଥା ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ଦିତୀୟ ଲହର ଜାରି ରହିଛି l ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବିଭିିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି l ଏହି ପରିପ୍ରେକ୍ଷିରେ ଜାତୀୟ ରାଜଧାନୀ ଦିଲ୍ଲୀ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିବାଲ ଚିନ୍ତା ବ୍ୟକ୍ତ କରିଛନ୍ତି l ଦିଲ୍ଲୀରେ COVID19 ମାମଲା ବୃଦ୍ଧି ନେଇ ଆଗାମୀ ପଦକ୍ଷେପ ପାଇଁ ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ସହ ଏକ ବୈଠକ କରିବାକୁ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

 

 

Recent Post

Live Cricket Update

× How can I help you?