ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରା ଭୁବନ ବ୍ଲକ ପରିସରରେ ଶକ୍ତି କାଫେ ଉଦଘାଟିତ

ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରା ଭୁବନ ବ୍ଲକ ପରିସରରେ ଶକ୍ତି କାଫେ ଉଦଘାଟିତ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ପରିସରରେ ରେ ଆଜି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମିଶନ ଶକ୍ତିର ଏକ କାଫେକୁ ଉଦଘାଟନ କରିଛନ୍ତି|ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସଶକ୍ତିକରଣ ସହ ଆତ୍ମ ନିର୍ଭରଶୀଳ କରିବା ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ମଧ୍ୟରେ କାଫେ ଅନ୍ୟତମ। ଏହିପରି କାଫେ ଢେଙ୍କାନାଳ ଜିଲ୍ଲା ର ପ୍ରତେକ ବ୍ଲକ୍ ରେ ନିର୍ମାଣ କରାଯାଇ ମହିଳା ସଶକ୍ତିକରଣ କୁ ଆଗକୁ ନେବା ପାଇଁ ପ୍ରୟାସ ଜାରି ରହିବ ବୋଲି ଜିଲ୍ଲାପାଳ କହିବା ସହ| ମା ମାନଙ୍କୁ ସମ୍ମାନ ର ସହ ବଞ୍ଚିବା ପାଇଁ ସେ ବାର୍ତ୍ତା ଦେଇଛନ୍ତି |ଆଗକୁ କିଭଳି ଭାବେ ମହିଳା ସଶକ୍ତିକରଣ ହୋଇପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ବୋଲି ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି ।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update